Srimandir Puri: ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, ନୀଳଚକ୍ରରୁ ଛିଣ୍ଡିଗଲା ବାନା

NEWS7
tokyo-olympic-may-postpone-due-to-corona

ପୁରୀ: ପୁଣି ଶ୍ରୀମନ୍ଦିର ନୀଳଚକ୍ରରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ନୀଳଚକ୍ରରୁ ଅଁଳା ବେଢ଼ା ଯାଏଁ ବାନା ବନ୍ଧା ଯାଉଥିବା ବେଳେ ବାନା ଛିଣ୍ଡି ଯାଇଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଭକ୍ତ ଓ ବୁଦ୍ଧିଜୀବିଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା ଲାଗି ରହିଛି। ଆଜି ଅପରାହ୍ନରେ ଶ୍ରୀମନ୍ଦିର ଉପରେ ଚଢ଼ି ଚୂନରା ସେବକ ବାନା ବାନ୍ଧୁଥିବା ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ପରେ ଚୂନରା ସେବାୟତ ମାନେ ପୁନର୍ବାର ବାନା ବନ୍ଧା ନୀତି ସମ୍ପନ୍ନ କରିଥିଲେ।

Updating...