ଦିଲ୍ଲୀରେ ପହଞ୍ଚିଲା ପୁଟିନଙ୍କ ବିମାନ: ପ୍ରିୟ ବନ୍ଧୁଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀ

NEWS7
the-month-of-september-will-be-extremely-romantic-for-these-5-zodiac-signs-you-will-get-this-special-experience

ନୂଆଦିଲ୍ଲୀ: ଦିଲ୍ଲୀର ପାଲମ ବିମାନବନ୍ଦରରେ ପହଞ୍ଚି ସାରିଛି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିମାନ। ପ୍ରିୟ ବନ୍ଧୁଙ୍କୁ ସ୍ୱାଗତ କରିବା ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ପୁଟିନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରିବା ଏକ ବିରଳ କୂଟନୈତିକ ରଣନୀତି। ପୁଟିନଙ୍କ ଗସ୍ତକୁ ଭାରତ କେତେ ଗୁରୁତ୍ୱ ଦେଉଛି ଏଥିରୁ ଜଣାପଡ଼ୁଛି। ଦିଲ୍ଲୀର ପାଲମ ଟେକ୍ନିକାଲ୍ ଏରିଆରେ ପ୍ରଧାନମନ୍ତ୍ରୀ ସ୍ତରୀୟ ପ୍ରୋଟୋକଲ୍ ବ୍ୟବସ୍ଥା କରାଯାଇଛି।