ବଜେଟ୍-୨୦୨୬ : ମଧ୍ୟବିତ୍ତଙ୍କୁ ବଡ ଉପହାର, ଶସ୍ତା ହେଲା ଏହି ସବୁ ଜିନିଷ...

NEWS7
surrender-of-a-nihang-at-singhu-border-the-first-accused-came-out-15-hours-after-the-murder-of-the-youth

ନୂଆଦିଲ୍ଲୀ, ୦୧|: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଆଗତ କରିଛନ୍ତି । ଅର୍ଥମନ୍ତ୍ରୀ ଭାବେ ନବମ ଥର ସେ ବଜେଟ୍ ଉପସ୍ଥାପନା କରିଛନ୍ତି । ତେବେ ବଜେଟ୍ ଆସିବା ପରେ ମଧ୍ୟବିତ୍ତଙ୍କୁ ଆଶ୍ୱସ୍ତି ମିଳିଛି । ଅନେକ କିଛି ଜିନିଷ ଶସ୍ତା ହୋଇଛି। ଯେପରିକି କ୍ୟାନ୍ସର ଔଷଧ, ବ୍ୟାଟେରୀ ଓ ତୈଳକ୍ଷେତ୍ର ସହ ଜଡିତ ବସ୍ତୁର ଦାମ୍ କମିବ । । ଏସବୁ ବସ୍ତୁ ଉପରେ ଲାଗୁଥିବା କଷ୍ଟମ୍ ଶୁଳ୍କ ହ୍ରାସ କରିବାକୁ ସରକାର ନିଷ୍ପତ୍ତି ନେବା ପରେ ଦରରେ ପରିବର୍ତ୍ତନ ହେବ ।

ଣ କଣ ଶସ୍ତା

କ୍ୟାନ୍ସର, ଡାଏବେଟିସ୍ ଔଷଧ, ବ୍ୟାଟେରୀ, ବିମାନ ଇନ୍ଧନ, ev-କାର୍, 

ଣ ହେଲା ମହଙ୍ଗା