ଓଡ଼ିଶାକୁ ଆସିବ ପୁଞ୍ଜି, ହାଇଦ୍ରାବାଦ୍‌ରେ ହେବ ୨ ଦିନିଆ ଇନ୍‌ଭେଷ୍ଟର୍ସ ମିଟ୍‌

NEWS7
student-leave-hostel-after-sine-die-in-sambalpur-university

ଭୁବନେଶ୍ୱର ୧୭।୧୨: ଓଡ଼ିଶାକୁ ପୁଣି ଆସିବ ପୁଞ୍ଜି । ହାଇଦ୍ରାବାଦରେ ହେବାକୁ ଯାଉଛି ଇନ୍‌ଭେଷ୍ଟର୍ସ ମିଟ୍ । ଆସନ୍ତା ୧୮ ଓ ୧୯ ତାରିଖରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁ ଯାଉଛି ଇନ୍‌ଭେ ମିଟ୍ । ଯେଉଁଥିରେ ବିଭିନ୍ନ ଶିଳ୍ପପତିମାନଙ୍କ ସହିତ ଓ୍ୱାନ୍ ଟୁ ଓ୍ୱାନ୍ ଆଲୋଚନା କରାଯିବ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍ତି ।