PUCC ନଥିଲେ ପେଟ୍ରୋଲ ମିଳିବନି ନିର୍ଦ୍ଦେଶ ପ୍ରତ୍ୟାହୃତ, ଚାଲାଣ ଭରିବାକୁ ବାଧ୍ୟ କରିପାରିବେନି ସରକାର

NEWS7
story-of-a-mother-in-balipatna

ଭୁବନେଶ୍ବର ୨୭।୧: PUCC ନଥିଲେ ପେଟ୍ରୋଲ ମନା ସମ୍ପର୍କିତ ମାମଲାର ହାଇକୋର୍ଟରେ ଶୁଣାଣି ହୋଇଛି । PUCC ନଥିଲେ ପେଟ୍ରୋଲ ମିଳିବନି ନିର୍ଦ୍ଦେଶ ପ୍ରତ୍ୟାହୃତ ହୋଇଛି । ନିର୍ଦ୍ଦେଶ ପ୍ରତ୍ୟାହୃତ ବୋଲି ଜଣାଇଲା ପରିବହନ ବିଭାଗ । ସତ୍ୟପାଠ ଜରିଆରେ ଜଣାଇଲେ ରାଜ୍ୟ ସରକାର । ଜରିମାନା ଭରିବାକୁ ବାଧ୍ୟ କରିପାରିବେନି ସରକାର । ବାହନ ପୋର୍ଟାଲ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୋର୍ଟାଲ ସଂଶୋଧନ ନେଇ ସତ୍ୟପାଠ ଦିଅ ବୋଲି ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଏ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।