Assembly Election 2026: ଏପ୍ରିଲରେ ୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ହେବ ବିଧାନସଭା ନିର୍ବାଚନ, ଘୋଷଣା କଲେ ନିର୍ବାଚନ ଆୟୋଗ

NEWS7
srinarayan-singh-shot-in-shivhar-condition-critical

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ। ଆସିଲା ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ତାରିଖ। ରବିବାର ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏହି ଚାରି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ଲିଷ୍ଟରେ ବିଶେଷ କରି ବଡ଼ ଆକାରରେ ପରିବର୍ତ୍ତନ କାମ ପୂର୍ବରୁ ହିଁ ପୂରା ହୋଇସାରିଛି ଏବଂ ଫାଇନାଲ ଭୋଟର ତାଲିକା ପ୍ରକାଶିତ ହୋଇସାରିଛି। ନିର୍ବାଚନ ତାରିଖ ଘୋଷଣା କରି ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର କହିଛନ୍ତି ଯେ, ୧୭.୪ କୋଟି ଏହି ରାଜ୍ୟରେ ମତଦାତା ଅଛନ୍ତି। ଏହି ରାଜ୍ୟରେ SIRର ନାମ ଖୁବ୍ ଭଲ ହୋଇଛି। ୮୨୪ ବିଧାନସଭା ସିଟ୍‌ ଏହି ରାଜ୍ୟରେ ରହିଛି।

Updating...

ଆହୁରି ପଢ଼ନ୍ତୁ: 'କେବଳ ମଜା ପାଇଁ ଆଉଥରେ ଆକ୍ରମଣ କରିବୁ': ଇରାନକୁ ଟ୍ରମ୍ପଙ୍କ ଖୋଲା ଚେତାବନୀ, ହର୍ମୁଜ୍ ଜଳପଥ ପାଇଁ ମାଗିଲେ ସାହାଯ୍ୟ​​​​​​​