ଅପରାଧିକ ପୃଷ୍ଠଭୂମି ଥିବା ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି, ବିଜେଡି ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଲଢ଼ିବ

NEWS7
sri-lanka-sought-usd-500-million-credit-line-from-india-to-pay-for-crude-oil-purchases

ଭୁବନେଶ୍ବର ୧୬।୩: ରାଜ୍ୟସଭା ନିର୍ବାଚନ ଭୋଟିଂ ଶେଷ । ଆଉ କିଛି ସମୟ ପରେ ଆସିବ ଫଳାଫଳ । ଆଶାଠୁ ଅଧିକ ହେଲା କ୍ରସ୍ ଭୋଟିଂ । ଜଣେ କି ଦୁଇ ଜଣ ନୁହେଁ ୧୧ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବା ସୂଚନା ରହିଛି । ତେବେ ରାଜ୍ୟସଭା ନିର୍ବାଚନ କ୍ରସ୍‌ ଭୋଟିଂକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଅପରାଧିକ ପୃଷ୍ଠଭୂମି ଥିବା ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି । ବିଜେଡି ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଲଢ଼ିବ । ବିଜେପି ଘୋଡ଼ା ବେପାର କରୁଛି ଆଗରୁ କହିଥିଲି ବୋଲି ନବୀନ କହିଛନ୍ତି ।

ଶୁଣନ୍ତୁ କ’ଣ କହୁଛନ୍ତି ନବୀନ ପଟ୍ଟନାୟକ…​​​​​​​​​​​​​​