କଂଗ୍ରେସର ରାଜ୍ୟସଭା କସରତ, ୩ ସେଟ୍ ଫର୍ମ ନେଲେ ବିଧାୟକ ସତ୍ୟଜିତ ଗମାଙ୍ଗ

NEWS7
sonu-sood-7-year-old-fan-breaks-tv-set-on-watching-him-being-beaten-up-in-film-actor-shares-video

ଭୁବନେଶ୍ବର ୨୭।୨: ରାଜ୍ୟସଭା ନିର୍ବାଚନ ପାଇଁ ଫର୍ମ ନେଲା କଂଗ୍ରେସ । କଂଗ୍ରେସ ବିଧାୟକ ସତ୍ୟଜିତ ଗମାଙ୍ଗ ତିନି ସେଟ୍ ଫର୍ମ ନେଇଛନ୍ତି । ଫର୍ମ ନେବା ପରେ ପ୍ରତିକ୍ରିୟା ରଖି କହିଛନ୍ତି, କଂଗ୍ରେସ ନିଶ୍ଚିତ ପ୍ରାର୍ଥୀ ଦେବ । ଏଆଇସିସି ଏବଂ ପିସିସି ସଭାପତି ଷ୍ଟ୍ରାଟେଜି କରିଛି । କଂଗ୍ରେସ ପ୍ରାର୍ଥୀ ନିଶ୍ଚିତ ଜିତିବ ।