LIVE TV

ସୀମା ବିବାଦକୁ ନେଇ ଉତ୍ତେଜନା : ଓସ୍ତପୁର-କୋଟପଲ୍ଲା ଗାଁରେ ଲାଗିଲା ୧୬୩ ଧାରା

NEWS7
sister-becomes-mother-of-brothers-child-disclosed-used-to-rape-every-day-in-meerut

ଖୋର୍ଦ୍ଧା ୬୧୧: ସୀମା ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ଉତ୍ତେଜନା । ପୁଣି ଲାଗିଲା ୧୬୩ ଧାରା । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଓସ୍ତପୁର-କୋଟପଲ୍ଲା ଗାଁରେ ୧୬୩ ଧାରା ଲାଗୁ ହୋଇଛି । ବୁଧବାର ସୀମା ବିବାଦକୁ ନେଇ ପୋଡାଜଳା ପରସ୍ଥିତି ସୃଷ୍ଟି ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।