ଅଶ୍ଲୀଳ ନୃତ୍ୟ ମାମଲା, ବଲାଙ୍ଗୀର କୋର୍ଟରେ ହାଜର ହେଲେ ନିଶା ମହାରଣା

NEWS7
share-market-today-sensex-nifty-bse-nse-rise-fall-record-stock-trading

ବଲାଙ୍ଗୀର ୧୦।୦୨ : ବଲାଙ୍ଗୀର କୋର୍ଟରେ ନିଶା ମହାରଣା । ଅଶ୍ଲୀଳ ନୃତ୍ୟ ମାମଲାରେ ବଲାଙ୍ଗୀର କୋର୍ଟରେ ହାଜର ହେଲେ ନିଶା ମହାରଣା । ଓକିଲଙ୍କ ସହ ବଲାଙ୍ଗୀର ଏସ୍ଡିଜେଏମ୍ କୋର୍ଟରେ ହାଜର ହେଲେ ନିଶା।ହାଇକୋର୍ଟ ଆଗୁଆ ଜାମିନ ପ୍ରଦାନ କରିଥିଲେ । ବଲାଙ୍ଗୀର କୋର୍ଟରେ ହାଜର ନେଇ ନିର୍ଦ୍ଦେଶ ଦେଇଛନ୍ତି I 

ବଲାଙ୍ଗୀର ଚନ୍ଦନଭାଟି ଗାଁରେ ଜାନୁଆରୀ ୧୨ ତାରିଖରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିଲେ I ପରେ ୧୪ରେ ବଲାଙ୍ଗୀର ସଦର ଥାନା ପୋଲିସ ମାମଲା ରୁଜୁ କରିଥିଲା I ୧୫ରେ ଯାତ୍ରା ଆୟୋଜକ କମିଟି ସଭାପତି ଓ ସମ୍ପାଦକକୁ ପୋଲିସ କୋର୍ଟ ଚାଲାଣ କରିଥିଲା I