ରାଜ୍ୟସଭା ନିର୍ବାଚନ ନେଇ ବିରୋଧୀଙ୍କ ମନମୋହନଙ୍କ ଟାର୍ଗେଟ, କଂଗ୍ରେସର ସଂଖ୍ୟା ନାହିଁ, ପ୍ରାର୍ଥୀ ଦେବ କିଏ ?

NEWS7
road-durghatana-in-anadapur-2

ଭୁବନେଶ୍ୱର ୨୮।୦୨ : ରାଜ୍ୟସଭା ପାଇଁ କିଏ ପ୍ରାର୍ଥୀ ହେବ । ତାର ନିଷ୍ପତ୍ତି ପାର୍ଲିଆମେଣ୍ଟ ବୋର୍ଡ ନେବ । ଆଲୋଚନା ପରେ ଖୁବଶୀଘ୍ର ଘୋଷଣା କରାଯିବ ପ୍ରାର୍ଥୀ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।