LIVE TV

ହାଇଦ୍ରାବାଦ-ବେଙ୍ଗାଲୁରୁ ଏନ୍‌ଏଚ୍‌ରେ ବସ୍‌ରେ ଲାଗିଲା ନିଆଁ, ୧୧ ଯାତ୍ରୀ ମୃତ

NEWS7
restoration-process-started-in-jajpur

କର୍ଣ୍ଣେଲ ୨୪/୧୦: ଜଳିଗଲା ବସ୍ । ୧୧ ଜୀବନ୍ତ ଦଗ୍ଧ । ବସ୍‌ରେ ଭୟାବହ ଅଗ୍ନିକାଣ୍ଡ । ୧୧ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ମୃତ୍ୟୁ । ହାଇଦ୍ରାବାଦ ବେଙ୍ଗାଲୁରୁ ଏନ୍‌ଏଚ୍‌ରେ ବସ୍‌ରେ ଲାଗିଲା ନିଆଁ । ଆନ୍ଧ୍ରର କର୍ଣ୍ଣୁଲ ଜିଲ୍ଲା ଚିନ୍ନା ଟେକୁରୁ ଗାଁ ନିକଟରେ ଅଘଟଣ । ବାଇକ୍‌ ସହ ଧକ୍କା ହେବାରୁ ବସ୍‌ରେ ହଠାତ୍ ଲାଗିଲା ନିଆଁ । ବସ୍‌ରେ ୪୨ ଜଣ ଯାତ୍ରୀ ଥିଲେ, ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ । ହାଇଦ୍ରାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା ବସ୍