Live Live
LIVE

ଅସ୍ତ୍ର ଛାଡ଼ି ଏବେ ମୁଖ୍ୟସ୍ରୋତ ମୁହାଁ ମାଓବାଦୀ, ଆତ୍ମସମର୍ପଣ କଲେ ୧୦

NEWS7
rajasthan-barmer-ward-councillor-shoots-video-of-bathing-woman-rapes-her-after-blackmailing

ଫୁଲବାଣୀ ୧୧।୦୩ : ଭୁଶୁଡୁଛି ଲାଲଗଡ । ଧୀରେ ଧୀରେ ଅସ୍ତ୍ର ଛାଡିଲେନି ମାଓ ନେତା । ଏହିକ୍ରମରେ ଫୁଲବାଣୀ ପୋଲିସ ରିଜର୍ଭ ପଡ଼ିଆରେ ୧୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୭ ଜଣ ମହିଳା ଓ ତିନି ଜଣ ପୁରୁଷ ରହିଛନ୍ତି ।