ରାଉରକେଲା ବିମାନ ଦୁର୍ଘଟଣାରେ ମିଳିଲା ବ୍ଲାକ ବକ୍ସ, ଜଣାପଡିବ କାରଣ...

NEWS7
rahul-gandhi-will-never-be-prime-ministare-said-menka-gandhi

ରାଉରକେଲା ୧୧।୦୧ : ରାଉରକେଲା ବିମାନ ଦୁର୍ଘଟଣା ଘଟଣା । ଉଦ୍ଧାର ହେଲା ବ୍ଲାକ ବାକ୍ସ । ବ୍ଲାକ ବକ୍ସ ହିଁ କହିବ ଦୁର୍ଘଟଣାର କାରଣ । ଶନିବାର ଦିନ ମଧ୍ୟାହ୍ନ ସମୟରେ ଏକ ଘରୋଇ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା । ଯେଉଁଥିରେ ୨ ପାଇଲଟ ସମେତ ୬ ଜଣ ଆହତ ହୋଇଥିଲେ ।