LIVE TV

ପୋଲ ତଳକୁ ଖସିଲା ପୁଲିସ ଭ୍ୟାନ-ଗଞ୍ଜେଇ ବେପାରୀଙ୍କୁ ପିଛା କରୁଥିଲା

NEWS7

ଫୁଲବାଣୀ - ପୋଲ ତଳକୁ ଖସିଲା ପୁଲିସ ଭ୍ୟାନ । କନ୍ଧମାଳ ରାଇକିଆ ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ଗାଡିକୁ ପିଛା କରୁଥିବା ବେଳେ ପୁଲିସ୍‌ ଭ୍ୟାନ ପୋଲ ତଳକୁ ଖସିପିଡଛି।

{"id":210624,"sizeSlug":"large"}

ଏଥିରେ ଥିବା ଥାନା ଆଇଆଇସିଙ୍କ ସମେତ ଅନ୍ୟମାନେ ଆହତ ହୋଇଛନ୍ତି । ଆଇଆଇସିଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି ଆହତମାନଙ୍କୁ ଚିକିତ୍ସା ପାଇଁ ରାଇକିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।