ଡିକକଙ୍କ ଧୂଆଁଧାର ବ୍ୟାଟିଂ, ଭାରତକୁ ବିଶାଳ ଟାର୍ଗେଟ୍ ଦେଲା ଦ. ଆଫ୍ରିକା

NEWS7
patna-miscreants-did-gang-rape-with-event-anchor-of-kolkata-at-patna-bramk

ନ୍ୟୁଚଣ୍ଡିଗଡ଼: ଡିକକଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁଲ୍ଲାନପୁରରେ ଖେଳା ଯାଉଥିବା ଦ୍ଵିତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକାର ବିଶାଳ ସ୍କୋର। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଦଳ ୪ ଓ୍ଵିକେଟ୍ ହରାଇ ୨୧୩ ରନ କରିଛି। ଭାରତକୁ ମ୍ୟାଚ୍ ଜିତିବା ପାଇଁ ଦରକାର ୨୧୪ ରନ। ଡିକକ ୪୬ ବଲରୁ ୯୦ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। ଡୋନୋଭାନ ଫେରରା ୧୬ ବଲରୁ ୩୯ ରନ ଓ ଡେଭିଡ୍ ମିଲର ଦ୍ରୁତ ୨୦ ରନ କରିଛନ୍ତି। ଶେଷ ୩ ଓଭରରେ ଭ୍ରମଣକାରୀ ଦଳ ୪୯ ରନ ସଂଗ୍ରହ କରିଛି।

​​​​​​​News updating...