ବୋମାରେ ଉଡ଼ାଇଦେବୁ ସମ୍ବଲପୁର କୋର୍ଟ, ଧମକ ପରେ ଆକ୍ସନମୋଡ଼ର ପୋଲିସ

NEWS7
pakistan-air-force-jets-detected-close-to-loc-indian-air-defence-systems-on-high-alert

ସମ୍ବଲପୁର ୦୨।୦୩: କୋର୍ଟକୁ ପୁଣି ଥରେ ଧମକ । ସମ୍ବଲପୁର କୋର୍ଟରେ ବୋମାରେ ଉଡ଼ାଇଦେବାକୁ ଆସିଛି ଧମକ । ଯାହାପରେ ପୁରା କୋର୍ଟ ପରିସରରେ ସୁରକ୍ଷାବାହିନୀ ଏବଂ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତନତନ କରି ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କୁ ଯାଞ୍ଚ କରୁଛି ପୋଲିସ ।