ରାଉରକେଲା ପ୍ଲେନ୍ କ୍ରାସ୍ ଟ୍ରାଜେଡି : ଚିକିତ୍ସାଧିନ ଅବସ୍ଥାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ

NEWS7
pair-of-rare-toucan-bird-found-on-bangladesh-border-bsf-priced-at-rs-15-lakh

ରାଉରକେଲା ୧୭।୧: ରାଉରକେଲା ବିମାନ ଦୁର୍ଘଟଣାର ଶୀକାର ହୋଇଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ଶନିବାର ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ସୁଶାନ୍ତ କୁମାର ବିଶ୍ବାଳ । ରାଉରକେଲା ସ୍ଥିତ ଏକ ଘରୋଇ ଡାକ୍ତରଖାନାରୁ ତାଙ୍କୁ ମୁମ୍ୱାଇ ଏୟାରଲିଫ୍ଟ କରିବା ପାଇଁ ବ୍ୟବସ୍ଥା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ଗତ ୧୦ ତାରିଖରେ ବିମାନଟି ଭୁବନେଶ୍ବର ରାଉରକେଲା ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ସୃତ ଯାତ୍ରୀ ସୁଶାନ୍ତ ବିଶ୍ଵାଳ ସ୍ବାସ୍ଥ୍ୟ ସମସ୍ୟାର ଭୁବନେଶ୍ୱରରେ ଚିକିତ୍ସା କରାଇ ଫେରୁଥିବା ବେଳେ ରାଉରକେଲାରେ ବିମାନ ଦୁର୍ଘଟଣା ଘଟିଥିଲା ।