LIVE TV

ପୋଲିସ SI ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲା : ଜିଲ୍ଲା ଦୌରା ଜଜ୍ କୋର୍ଟରେ ୧୧୩ ଜଣଙ୍କ ଜାମିନ ଆବେଦନର ଶୁଣାଣି

NEWS7
operation-clean-of-cuttack-police-82-accused-arrested

ବ୍ରହ୍ମପୁର୧୦: ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୯ ଗିରଫ ଘଟଣାରେ ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟରେ ପୂର୍ବରୁ ଜାମିନ ନାମଞ୍ଜୁର ହୋଇଥିଲା ଏହାକୁ ଚ୍ୟାଲେଞ୍ଜ କରି ଜିଲ୍ଲା ଦୌରା ଜଜ୍ କୋର୍ଟରେ ୧୧୩ ଜଣ ଆବେଦନ କରିଛନ୍ତି ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ତାରିଖକୁ ଧାର୍ଯ୍ୟ ହୋଇଥିବା ପିପି ବିଶ୍ୱଜିତ ବରାଳ କହିଛନ୍ତି

ଭିଜିଲାନ୍ସ ଏଡିଜେ କୋର୍ଟରେ ଶୁଣାଣି ହେବ ବୋଲି ପିପି ବିଶ୍ୱଜିତ ବରାଳ କହିଛନ୍ତି କ୍ରାଇମବ୍ରାଞ୍ଚ ଏହି ମାମଲାର ସିଡ଼ି ଏବଂ ଦସ୍ତାବିଜ ଦାଖଲ କରିବ