ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର, ମାର୍ଚ୍ଚ ୩୧ ଯାଏଁ ବଢ଼ିଲା ଟଙ୍କା ଫେରସ୍ତ ଅବଧି

NEWS7
odisha-hc-asks-govt-to-respond-within-10-days-on-school-fee

ଭୁବନେଶ୍ବର ୬।୨: ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର । କ୍ଷତିଗ୍ରସ୍ତଙ୍କୁ ପୁଣି ମିଳିଲା ସମୟ । ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ପୁଣି ସମୟ ଦେଲେ ରାଜ୍ୟ ସରକାର । ମାର୍ଚ୍ଚ ମାସ ୩୧ ତାରିଖ ଯାଏଁ ଟଙ୍କା ଫେରସ୍ତ ପ୍ରକ୍ରିୟା ଜାରି ରହିବ । ଜାନୁଆରୀ ୩୧ ତାରିଖ ଯାଏଁ ଥିବା ଅବଧିକୁ ମାର୍ଚ୍ଚ ୩୧ ତାରିଖ ଯାଏଁ ବଢ଼ାଇଲେ ରାଜ୍ୟ ସରକାର ।

ଏ ଖବର ବି ପଢ଼ନ୍ତୁ:- ଥମୁନି ବର୍ବରତା: ପଢିବାକୁ ଯାଇଥିଲା ଝିଅ, ସଂଜ୍ଞାହୀନ ଅବସ୍ଥାରେ ହେଲା ଉଦ୍ଧାର

୮ରୁ ୧୦ହଜାର କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଦେଉଛନ୍ତି ରାଜ୍ୟ ସରକାର । ଆବେଦନକାରୀ ସମସ୍ତ ପ୍ରମାଣପତ୍ର ଦେଇ ଆରଆଇଙ୍କ ନିକଟରେ ଆବେଦନ କଲେ ୧୫ ଦିନ ଭିତରେ ଫେରିପାଇବେ ଟଙ୍କା ।