ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ମନମୋହନ ଏବଂ ସୁଜିତ୍ କୁମାରଙ୍କ ନାଁରେ ମୋହର

NEWS7
nirbhaya-convicts-hanging-new-death-warrant-hearing-today

ଭୁବନେଶ୍ବର ୩।୩: ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ଦଳ । ସେହିଭଳି ବିଜେପି ସୁଜିତ କୁମାରଙ୍କ ନାଁରେ ମୋହର ମାରିଛି । ବିଜେପି ସଂସଦୀୟ ବୋର୍ଡର ନିଷ୍ପତ୍ତି କ୍ରମେ ଉଭୟଙ୍କ ନାଁ ଘୋଷଣା କରାଯାଇଛି ।