କାହା ଟାର୍ଗେଟରେ କୋର୍ଟ, ଇମେଲ୍‌ରେ ଆସିଲା ପୁଣି ଉଡ଼ାଇ ଦେବାକୁ ଧମକ

NEWS7
naxal-kill-night-watchman-and-burnt-tractor-in-kandhamal

କଟକ ୦୬/୦୨: ପୁଣି କୋର୍ଟକୁ ବୋମା ଧମକ । କଟକ ଜିଲ୍ଲା ଜଜ୍ କୋର୍ଟକୁ ପୁଣି ଆସିଲା ବୋମା ଧମକ । କୋର୍ଟକୁ ଉଡ଼ାଇ ଦେବାକୁ ଇମେଲ୍ରେ ଆସିଲା ଧମକ । ଧମକ ପରେ କୋର୍ଟ ପରିସରକୁ ଖାଲି କରି ଖାନତଲାସୀ । ବୋମା ନିଷ୍କ୍ରିୟକାରୀ ଦଳ ଦ୍ୱାରା ତଲାସୀ ଆରମ୍ଭ ।