Dhurandhar 2 Teaser: ୧ ମିନିଟ୍‌ର ଦୃଶ୍ୟ ଦେଖି ଭଡ଼କିଲେ ଫ୍ୟାନ୍ସ, କହିଲେ ଠିକ୍ କଲେନି ଆଦିତ୍ୟ

NEWS7
nagpur-anushrut-get-one-more-haircut-video-goes-viral

ମୁମ୍ୱାଇ ୦୩/୦୨: ଭାଙ୍ଗିଗଲା ଫ୍ୟାନ୍ସ । ହଜାର ହଜାର ଦର୍ଶକ ନିରାଶ । କାରଣ ଧୁରନ୍ଧର-୧ ରେ ଧୂମ୍ ମଚାଇଥିଲେ ରଣବୀର । ହିଟ୍ ରଣବୀର ସିଂହ ଏବେ ପ୍ଲଫ୍ । ଏକଥା ଆମେ କହୁନୁ ବରଂ କହୁଛନ୍ତି ତାଙ୍କର ଫ୍ୟାନ୍ସ । ରିଲିଜ ହୋଇଥିବା ଧୁରନ୍ଧର ୨ ଟିଜର ଦେଖି ତାତିଛନ୍ତି ଫ୍ୟାନ୍ସ । ଯେଉଁ ଅନୁସାରେ ଉତ୍ସାହ ଥିଲା ସେମିତି ନିରାଶ ହୋଇଛନ୍ତି ପ୍ରଶଂସକ ।

ଖାଲି କହୁଛନ୍ତି  ୟେ କ୍ୟା କର ଦିଆ ମେକର୍ସ ନେ...ଯଦିଓ କହିବା ଠିକ୍ ହେବନି କିନ୍ତୁ ଟିଜର ନାଁରେ ଦର୍ଶକଙ୍କୁ ଠକିଛନ୍ତି ସିନେପ୍ରେମୀ । ଟିଜରକୁ ନେଇ ପ୍ରଶଂସକମାନଙ୍କର ଯାହା ବି କ୍ରେଜ୍ ଥିଲା, ତାହା ଦେଖିବା ପରେ ତାହା ସବୁ ଫେଲ୍ ହୋଇଯାଇଛି । ସ୍ଥିତି ଏମିତି ହୋଇଛି ଯେ, ଧୂରନ୍ଧର-୨ ଟିଜର ସହିତ ଟ୍ରୋଲର୍ସ ଇଣ୍ଟରନେଟରେ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି। 

 

ଧୁରନ୍ଧର-୨ ଟିଜର ଦେଖି ଫ୍ୟାନ୍ସଙ୍କ ପଶ୍ଚାତାପ:
ଟିଜରରେ କିଛି ନୂଆ ଦେଖାଯାଇନି । ହମଜା ଲିଆରୀକୁ କିପରି ଶାସନ କରିବ? ତାଙ୍କୁ କେଉଁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ? ଜସକିରତ ସିଂହ ରଙ୍ଗୀ ସେ ୱୋ କୈସେ ହମଜା ବାନା। ଟିଜରରେ ଦେଖାଯାଇଥିବା ଏହି ଦୃଶ୍ୟଗୁଡ଼ିକ ସହିତ ଧୂରନ୍ଧରର ପ୍ରଥମ ଭାଗ ଶେଷ ହୋଇଥିଲା। ଅବ୍ ଟିଜର କେ ନାମ ପର ବୁଭୁ ୱହି ଦୃଶ୍ୟ, ଦର୍ଶକ କା ମଥା ଥନକ ଗୟା ହୈ। 

ଟିଜର ଭିଡିଓରେ କିଛି ନୂଆ ନାହିଁ । ଦୃଶ୍ୟର ଶେଷରେ ଦେଖାଯାଇଥିବା "ୟେ ନୟା ହିନ୍ଦୁସ୍ତାନ ହେ, ଘର ମେଁ ଘୁସେଗା ଭି ଔର ମାରେଗା ଭି" ସଂଳାପ ପ୍ରଥମ ଭାଗରେ ମଧ୍ୟ ଦେଖାଯାଇଥିଲା। ଟିଜର ଦେଖିବା ପରେ, ୟୁଜର୍ସମାନେ ନିର୍ମାତାଙ୍କ ବହୁତ ବିରକ୍ତ ହେଉଛନ୍ତି । ଲୋକମାନେ ଅଭିଯୋଗ କରୁଛନ୍ତି କାରଣ ନିର୍ଦ୍ଦେଶକ ଟିଜରରେ କିଛି ନୂତନ ଚରିତ୍ର, ଗୀତ, ଦୃଶ୍ୟ ପ୍ରକାଶ କରିଛନ୍ତି । ଯଦି ଏମିତି କରିବାର ଥିଲା, ଟିଜର ପାଇଁ ଏତେ ଚର୍ଚ୍ଚା କାହିଁକି ହେଉଥିଲା? 

​​​​​​​

ସୋସିଆଲ ମିଡିଆରେ ଟିଜରକୁ ଟ୍ରୋଲ କରି ଜଣେ ୟୁଜର ଲେଖିଛନ୍ତି - ଚୁନା ଲଗା ଦିଆ । ଜଣେ ଲେଖିଛନ୍ତି- ଆମେ ଟିଜରରେ କିଛି ନୂଆ ଚାହୁଁଥିଲୁ । ୟେ ଦୃଶ୍ୟ ଔର ସିକ୍ୱେନ୍ସ ତୋ ହମ୍ ଫିଲ୍ମ ମେଁ ଦେଖ ଚୁକେ ହେ । ଆଉ ଜଣେ ଲେଖିଛନ୍ତି - ୟେ ତୋ ମୁଭି କେ ଏଣ୍ଡ ୱାଲା ମିଡ୍ କ୍ରେଡିଟ୍ ଉଠାଇ ଦିଖା ଦି ଗୟା ହୈ । ବ୍ୟକ୍ତି ଜଣକ କହିଛନ୍ତି - ୟେ ତୋ ହମ୍ ପାର୍ଟ -୧ ମେଁ ଦେଖ ଚୁକେ ଦି । ଫିର ସେ ୟେ କ୍ୟୋଁ ଦିଖା ଦିଆ । ୟୁଜର କା କେହନା ହୈ ଇସେ ଧୂରନ୍ଧର କା ପାର୍ଟ-୨ ଟିଜର ନୁହେଁ କିନ୍ତୁ ଧୂରନ୍ଧର କେ ପୋଷ୍ଟ କ୍ରେଡିଟ୍ ସିନ୍ କେହନା ହେବା ଉଚିତ।

ୟୁଜର୍ସ ଆଦିତ୍ୟ ଧରଙ୍କୁ ପଚାରୁଛନ୍ତି, ଯେ ଆଦିତ୍ୟ ତାଙ୍କ ପ୍ରଶଂସକଙ୍କ ସହିତ ଏତେ ଖରାପ ମଜା କାହିଁକି କରିଛନ୍ତି । ଫିଲ୍ମର ଟିଜର ରିଲିଜ୍ ହେବା ପୂର୍ବରୁ ଏକ ନୂତନ ପୋଷ୍ଟର ପ୍ରକାଶ ପାଇଛି ଯେଉଁଥିରେ ରଣବୀରଙ୍କ ତୀବ୍ର ଲୁକ୍ ଦେଖାଯାଇଛି । ଯେଉଁଥିରେ ସେ କ୍ରୋଧରେ ବର୍ଷାରେ ଭିଜିଥିବା ଦେଖାଯାଇଛି। ଏଠାରେ ଉଲ୍ଲେଖନୀୟ ଯେ ଲୋକମାନେ ଧୁରନ୍ଧରର ପ୍ରଥମ ଭାଗରେ ଏହି ଦୃଶ୍ୟ ଦେଖିଛନ୍ତି । ନିର୍ମାତାମାନେ ପୁରୁଣା ଦୃଶ୍ୟକୁ ପୋଷ୍ଟର କରି ଯେପରି ଚିଡ଼ାଇଛନ୍ତି ତାହା ମଧ୍ୟ ସମାଲୋଚନା କରାଯାଉଛି।