Live Live
LIVE

SCB କାଜୁଆଲିଟିରେ ଅଗ୍ନିକାଣ୍ଡ ଘଟଣା, ଚାଲିଗଲା ଆଉ ଜଣଙ୍କର ଜୀବନ !

NEWS7
mruta-2-bhauni-nka-bapa-maa-kahiki-silent

କଟକ ୧୭।୦୩ : ଏସସିବି କାଜୁଆଲିଟିରେ ଅଗ୍ନିକାଣ୍ଡ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଅନୁଗୁଳ ବଅଁରପାଳର ସୁମନ କୁମାର ସାହୁଙ୍କ ବୋଲି ସୂଚନା ରହିଛି।