ଆମ ବସ୍‌ ନୁହେଁ ତ ଯମ ଦୂତ.. ରୂପାଲି ଛକରେ ନେଲା ଆଉ ୨ ଜୀବନ

NEWS7
monsoon-diseases-seasonal-flu-prevention-tips-by-ayush-ministry

ଭୁବନେଶ୍ୱର ୦୩।୦୧ : ପୁଣି ଜୀବନ ନେଲା ଆମ ବସ୍ । ଭୁବନେଶ୍ୱର ରୂପାଲି ଛକରେ ଭୟଙ୍କର ସଡ଼କ ଦୁର୍ଘଟଣା । ଆମ ବସ୍ ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବାର ସୂଚନା ମିଳିଛି । ତୁରନ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।