ଏକାସଙ୍ଗେ ଷ୍ଟେସନ ନିକଟରୁ ମିଳିଲା ଦୁଇ ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

NEWS7
modi-government-changed-the-rule-now-mask-and-hand-sanitizers-are-no-more-essential-commodity

ଚୌଦ୍ବାର ୩୧।୧୨: ୧୬ ନମ୍ବର ଜାତୀୟ ରାଜପଥ ନିର୍ଗୁଣ୍ଡି ଷ୍ଟେସନ ନିକଟରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟା ସନ୍ଦେହ କରାଯାଉଥିଲା । ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ଏବଂ ଆଡିସନାଲ ଏସ୍ପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ୨ ଯୁବକଙ୍କ ମଧ୍ୟରୁ ଜଣେ ତେରୁଆ ଗାଁର ଏମ୍.ଡି. ସୋହେବ ଏବଂ ଅନ୍ୟ ଜଣେ ଚୌଦ୍ବାର ଅଞ୍ଚଳର ବୋଲି ଜଣାପଡିଛି ।