ଦିନ ଦ୍ବିପ୍ରହରରେ କଳାକନା ବୁଲାଇଲେ ଲୁଟେରା, ଲୁଟିନେଲେ ସୁନା ଗହଣା ଓ ଟଙ୍କା

Published By : Prameya-News7 Bureau | May 01, 2024 IST

ଭୁବନେଶ୍ବର ୧।୫: ରାଜଧାନୀରୁ ପୁଣି ଲୁଟ୍ ହୋଇଛି । ଦିନ ଦ୍ବିପ୍ରହରରେ ଲୁଟିନେଲେ ସୁନା ଗହଣା ଓ ଟଙ୍କା । ଏୟାର ଫିଲ୍ଡ ଥାନା ଅନ୍ତର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ଘରୁ ଲୁଟ୍ ହୋଇଛି । ଏୟାର ଫିଲ୍ଡ ଥାନା କେଉଟ ସାହିର ୧୯୭୩ ପ୍ଲଟ୍‌ରେ ଘଟିଛି ଏଭଳି ଲୁଟ୍ ଘଟଣା । 

ମଙ୍ଗଳବାର ଦିନ ଗୋଟାଏରୁ ୩ଟା ମଧ୍ୟରେ ଲୁଟ୍ ହୋଇଛି । ପରିବାର ଲୋକେ ବାହାରକୁ ଯାଇଥିବା ବେଳେ ଘର ତାଲା ଭାଙ୍ଗି ଭିତରେ ପଶିଥିଲେ ଲୁଟେରା । ସୁନା ଗହଣା ସହ ଲୁଟିନେଇଥିଲେ ଟଙ୍କା । 

You Can Read :

ନିର୍ବାଚନ ସମୟରେ ଅବକାରୀ ନିୟମର ଖୋଲା ଉଲଂଘନ, ରାତିଅଧ ଯାଏଁ ଚାଲୁଛି ଡ୍ୟାନ୍ସ ବାର୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.