LIVE TV

ପୋଲିସ SI ନିଯୁକ୍ତି ପରୀକ୍ଷା ଜାଲିଆତି ଘଟଣା : CBIରେ ପୁଣି ହାଜର ହେଲେ ୩ ପରୀକ୍ଷାର୍ଥୀ

NEWS7
minor-pakistani-boy-crossed-india-border-wrongly-bsf-took-the-step-which-will-bow-down-everyone-in-front-of-indian-army

ଭୁବନେଶ୍ବର ୨୪।୧୧: ପୋଲିସ SI ନିଯୁକ୍ତି ପରୀକ୍ଷା ଜାଲିଆତି ଘଟଣାରେ CBIରେ ପୁଣି ହାଜର ହେଲେ ୩ ପରୀକ୍ଷାର୍ଥୀ । ହାଜର ପାଇଁ ସମନ କରିଥିଲା ସିବିଆଇ । ଏବେ ସୁଦ୍ଧା ୨୦ ଜଣଙ୍କୁ ସମନ ହୋଇଥିବା ବେଳେ ରବିବାର ସୁଦ୍ଧା ୧୨ ଜଣଙ୍କୁ CBI ଜେରା କରିସାରିଛି ।