ବାଲିଯାତ୍ରା ୨୦୨୫
LIVE TV

ଅମିନିଗୁଡା ଛକରେ ଓଲଟିଲା ଟୁରିଷ୍ଟ ବସ୍, ଆହତ ୫ ଜଣ ମେଡିକାଲରେ ଭର୍ତ୍ତି

NEWS7
minor-child-who-love-to-play-pubg-killed-friend-s-mother-in-delhi

କୋରାପୁଟ ୧୦୧୧: ରାୟଗଡା ୩୨୬ ନଂ ଜାତୀୟ ରାଜପଥ ଅମିନିଗୁଡା ଛକ ନିକଟରେ ଓଲଟିଲା ଟୁରିଷ୍ଟ ବସ୍ । କୋରାପୁଟରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଲା ଟୁରିଷ୍ଟ ବସ୍ । ବସ୍‌ରେ ୧୫ ଜଣ ଟୁରିଷ୍ଟ ରହିଥିବା ବେଳେ ୫ ଜଣ ଆହତ ହୋଇ କୋରାପୁଟ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।