LIVE TV
LIVE TV

ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର, ମାଧୁରୀ ନେଇଛନ୍ତି ୧ କୋଟି ୬୦ ଲକ୍ଷ

NEWS7
minor-boy-dead-and-8-injured-in-group-clash-in-sanakhemundi

ଭୁବନେଶ୍ୱର ୦୩।୧୨ : ମାଧୁରୀ ନେଇଛନ୍ତି ୧ କୋଟି ୬୦ ଲକ୍ଷ । ଓଡ଼ିଶା ହସ୍ତତନ୍ତ୍ରର ବ୍ରାଣ୍ଡ ଆମ୍ବାସାଡାର ଭାବେ ବଲିଉଡ୍ ଅଭିନେତ୍ରୀ ଶ୍ରୀମତୀ ମାଧୁରୀ ଦିକ୍ଷୀତ ନେନେ ନେଇଛନ୍ତି ୧ କୋଟି ୬୦ ଲକ୍ଷ । ଏହାସହିତ ଯିବ ଆସିବାର ବିମାନ ଟିକେ, ରହିବା ଓ ଖାଇବା ବ୍ୟବସ୍ଥା ମଧ୍ୟ କରିଥିଲେ ରାଜ୍ୟ ସରକାର । ବିଧାନସଭାରେ ଏପରି ଉତ୍ତର ରଖିଛନ୍ତି ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।