IPL ନିଲାମ ତାଲିକାରେ ୨ ଓଡ଼ିଆ, ବେସ୍ ପ୍ରାଇସ୍ ରହିଛି ୩୦ ଲକ୍ଷ

NEWS7
member-of-european-parliament-said-removal-of-article-370-is-helpful-in-ending-terrorism-from-kashmir

ଭୁବନେଶ୍ୱର ୧୬।୧୨ : IPL ନିଲାମ ତାଲିକାରେ ପୁଣି ଓଡ଼ିଆ । ଇଣ୍ଡିଆନ୍ ପ୍ରିମିୟର ଲିଗର ନିଲାମରେ ୨ଜଣ ଓଡ଼ିଆ କ୍ରିକେଟର ସାମିଲ ହୋଇଛନ୍ତି । ୨ ଓଡ଼ିଆ କ୍ରିକେଟରଙ୍କୁ IPL ନିଲାମ ତାଲିକାରେ ଯୋଡ଼ିଛି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ । ତେବେ ଯୋଡ଼ି ହୋଇଥିବା ଦୁଇ ଓଡ଼ିଆ ଖେଳାଳି ହେଲେ ରାଜେଶ ମହାନ୍ତି ଓ ସ୍ୱସ୍ତିକ ସାମଲ । ଉଭୟଙ୍କ ବେସ୍ ପ୍ରାଇସ୍ ୩୦ ଲକ୍ଷ ଟଙ୍କା ରହିଛି । ଚଳିତ ଥର ଆଇପିଏଲ୍ ମିନି ନିଲାମରେ ୩୬୯ ଜଣ ଖେଳାଳି ସାମିଲ ହୋଇଛନ୍ତି ।