ଜୟପୁର ସୁନା ଡକାୟତି ଘଟଣାରେ ରହିଛି କି ହାତ ? ରିମାଣ୍ଡରେ ଯିବ କୁଖ୍ୟାତ ଡକାୟତ ସୁବୋଧ ସିଂ

NEWS7
meerut-hindu-mahasabha-president-said-if-hindu-earns-100-rupees-then-buy-weapons-of-20-rupees

ସମ୍ବଲପୁର ୬।୨: ସମ୍ବଲପୁରରେ ରାଜସ୍ଥାନ ପୋଲିସ । କୁଖ୍ୟାତ ଡକାୟତ ସୁବୋଧ ସିଂକୁ ରିମାଣ୍ଡରେ ନେବା ପାଇଁ ସମ୍ବଲପୁର ପହଞ୍ଚିଛି ରାଜସ୍ଥାନ ପୋଲିସ । ରାଜସ୍ଥାନ ପୋଲିସ ସଶସ୍ତ୍ର ପୋଲିସ ବାହିନୀ ଓ ଏସ୍କର୍ଟ ସହ ସମ୍ବଲପୁର ମଣ୍ଡଳ କାରାଗାରରେ ରାଜସ୍ଥାନ ପୋଲିସ ପହଞ୍ଚିଛି । ଜୟପୁରର ଏକ ସୁନା ଡକାୟତି ଘଟଣାରେ ହାତଥିବା ନେଇ ରିମାଣ୍ଡରେ ନେବ ପୋଲିସ । ୨୦୨୫ ମସିହା ଜାନୁଆରୀ ୩ ତାରିଖ ସମ୍ବଲପୁର ବୁଢାରଜା ମଣପୁରମ୍ ଗୋଲ୍ଡ ଫାଇନାନ୍ସରୁ ୨୮ କେଜି ସୁନା ଲୁଟ୍ କରିଥିଲେ ସୁବୋଧ ଓ ସହଯୋଗୀ ।