ପୋଲିସକୁ ଆକ୍ରମଣ ଘଟଣା, ୪ ମହିଳା ସମେତ ୭ ଗିରଫ

NEWS7
media-allowed-to-enter-the-village-of-the-victim-of-hathras-case

ଭୁବନେଶ୍ୱର ୧୦।୧୨: ପୋଲିସକୁ ଆକ୍ରମଣ ଘଟଣା । ପୋଲିସର ଆକ୍ସନ । ୪ ମହିଳା ସମେତ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି କମିଶନରେଟ୍ ପୋଲିସ । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ପୋଲିସ ।