ଶିଶୁପାଳ ହେଲେ ବର, ନବ ବିବାହିତାକୁ ଧରି ଫେରାର୍ ମାରିଲା ପ୍ରେମିକ

NEWS7
man-arrested-who-threatening-cm-arvind-kejriwal

ବଲାଙ୍ଗିର: ଶିଶୁପାଳ ହେଲେ ବର। ନବ ବିବାହିତାକୁ ଧରି ଫେରାର୍ ମାରିଲା ପ୍ରେମିକ। ଅଧା ରାସ୍ତାରେ ବନ୍ଧୁକ ଦେଖାଇ କନ୍ୟାକୁ ପ୍ରେମିକ ନେଇଯାଇଥିବା ଅଭିଯୋଗ ହୋଇଛି।

ବଲାଂଗୀର କାମାକ୍ଷୀନଗରରୁ କଣ୍ଟାମାଳ ବିବାହ ପାଇଁ ବର ଯାଇଥିଲେ। ଫେରିବା ବେଳେ ତରଭା ପେଟ୍ରୋଲ ପମ୍ପ ନିକଟରୁ କନ୍ୟାକୁ ନେଇଯାଇଥବା ଅଭିଯୋଗ ହୋଇଛି। ଏନେଇ ତରଭା ଥାନାରେ ବର ଅଭିଯୋଗ କରିଥିବା ବେଳେ ପୋଲିସ୍ର ତଦନ୍ତ ଆରମ୍ଭ କରିଛି।