ଆୟକର ଫାଙ୍କିଲେ ଆଉ ମିଳିବନି ଦଣ୍ଡ ! ଏପ୍ରିଲରୁ ଲାଗୁ ହେବ ନୂଆ ଆୟକର ନିୟମ

NEWS7
mamata-banerjee-meets-sonia-gandhi-and-rahul-gandhi

ନୂଆଦିଲ୍ଲୀ: ୧ ଏପ୍ରିଲ ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ। ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାଦ୍ୱାରା ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ। ଜୁଲାଇ ୩୧ ତାରିଖ ଯାଏଁ ରିଟର୍ଣ୍ଣ ଦାଖଲ କରିପାରିବେ। ITR 1, ITR 2 ଲୋକେ ରିଟର୍ଣ୍ଣ ଭରିପାରିବେ।

ଏବେ PAN ଜରିଆରେ ନିଜ ସଂପତ୍ତି NRI ବିକିପାରିବେ। ଆୟକର ଫାଙ୍କିଲେ ଆଉ ଦଣ୍ଡ ମିଳିବନି। ଅତିରିକ୍ତ ୩୦% ଟିକସ ଦେଇ ମୁକୁଳିପାରିବେ।