ଘାଟିରେ ଓଲଟିଲା ଯାତ୍ରିବାହୀ ବସ୍ , ଭାରସାମ୍ୟ ହରାଇ ତଳକୁ ଖସିଲା

NEWS7
last-day-campaign-for-second-phase-poll

ବୌଦ୍ଧ ୧୧/୦୨: ବାରିଙ୍ଗି ଘାଟିରେ ଓଲଟିଲା ଯାତ୍ରୀବାହି ବସ୍ । ଭାରସାମ୍ୟ ହରାଇ ଘାଟିରୁ ୨୦ ଫୁଟ ତଳକୁ ଖସିଲା ବସ । ଦୁର୍ଘଟଣା ରେ ୧୦ରୁ ଉର୍ଦ୍ଧ ଯାତ୍ରୀ ଆହତ । ଆହତ ଙ୍କୁ ବାଣୀଗୋଛା ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି । ଜେମା ନାମକ ଯାତ୍ରୀବାହୀ ବସ ବଲାଙ୍ଗୀର ରୁ ଭୁବନେଶ୍ୱର ଯାଉଥିବା ବେଳେ ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।