LIVE TV
LIVE TV

ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ଅଟୋ, ୫ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ଆହତ

NEWS7
kapoor-family-to-take-legal-action-against-the-person-who-take-last-video-of-rishi

ଖଲ୍ଲିକୋଟ ୨।୧୨: ଓଲଟିଲା ସ୍କୁଲ ଅଟୋ । ଦୁର୍ଘଟଣାରେ ୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସ୍କୁଲ ଅଟୋ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି । ମାଣିକପୁରରୁ ଅଟୋ ନେଇ କୈରାସି ଅରବିନ୍ଦ ସ୍କୁଲ ଯାଉଥିଲା ଅଟୋ । ଅଟୋ ଆଗକୁ ହଠାତ୍ ହରିଣ ଆସିଯିବାରୁ ଭାରସାମ୍ୟ ହରାଇ କୈରାସି ଛକ ନିକଟରେ ଦୁର୍ଘଟଣା ଘଟିଛି । ସମସ୍ତ ଗୁରୁତରଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି ।