LIVE TV

ଆଉ ଦୁନିଆରେ ନାହାନ୍ତି ଅଭିନେତା ଅସରାନୀ, ୮୪ ବର୍ଷ ବୟସରେ ଶେଷ ନିଃଶ୍ଵାସ ତ୍ୟାଗ

NEWS7
kapil-sharma-poked-thalaivii-actress-kangana-ranaut-on-the-kapil-sharma-show-said-koi-controversy-nahi-hui

ମୁମ୍ବାଇ: ଦୀପାବଳି ପର୍ବକୁ ନେଇ ପୂରା ଦେଶରେ ଉତ୍ସବର ମାହୋଲ ଥିବା ବେଳେ ବଲିଉଡ ଜଗତରୁ ଆସିଛି ଦୁଃଖଦ ଖବର। ଖ୍ୟାତାନାମା ଅଭିନେତା ଶ୍ରୀଗୋବର୍ଦ୍ଧନ ଅସରାନୀଙ୍କ ପରଲୋକ ଘଟିଛି। ୮୪ ବର୍ଷ ବୟସରେ ସୋମବାର ଅପରାହ୍ଣ ୪ଟାରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କର ପୁତୁରା ଅଶୋକ ଅସରାନୀ ତାଙ୍କ ନିଧନ ଖବର ବିଷୟରେ ସୂଚନା ଦେଇଛନ୍ତି। ହିନ୍ଦୀ ସିନେମାରେ ଅସରାନୀଙ୍କ ବଡ଼ ଯୋଗଦାନ ଦେଇଛନ୍ତି। ସେ ଅନେକ ଚରିତ୍ରରେ ଅଭିନୟ କରିଛନ୍ତି, ଯାହା ଆଜି ବି ଦର୍ଶକ ହୃଦୟରେ ରହିଛି। ​​​​​​​