ଆସନ୍ତା ୧୯ରୁ ମାଟ୍ରିକ୍‌, ୩୦୮୨ ସେଣ୍ଟରରେ ହେବ ପରୀକ୍ଷା

NEWS7
if-the-job-goes-away-the-government-will-pay-the-allowance

କଟକ ୦୯।୦୨: ୧୯ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ୩୦୮୨ ସେଣ୍ଟରରେ ମାଟ୍ରିକ୍ ପରୀକ୍ଷା କରାଯିବ । ପ୍ରଶ୍ନପତ୍ର ପାଇଁ ୩୨୨ଟି ନୋଡାଲ ସେଣ୍ଟର ସୃଷ୍ଟି କରାଯିବ । ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।