ମାନିଲାନି ଆଇସିସି, ଟି-୨୦ ବିଶ୍ଵକପକୁ ବହିଷ୍କାର କଲା ବାଂଲାଦେଶ

NEWS7
heavy-rain-continuing-till-7th-august-in-odisha

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପକୁ ଆଉ ବାକି ରହିଲା ୧୫ ଦିନ। ଏହା ପୂର୍ବରୁ ଆସିଛି ବଡ଼ ଖବର। ଟି-୨୦ ବିଶ୍ଵକପକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି ବାଂଲାଦେଶ କ୍ରିକେଟ୍ ବୋର୍ଡ। ବାଂଲାଦେଶ ସରକାର ଯୁକ୍ତି ବାଢିଛନ୍ତି ଯେ, ଭାରତରୁ ମ୍ୟାଚ୍ ସ୍ଥାନାନ୍ତର କରିବା ଆମର ଦାବିକୁ ଆଇସିସି ଅଗ୍ରାହ୍ୟ କରି ଦେଇଛି। ତେଣୁ ବାଂଲାଦେଶ କ୍ରିକେଟ୍ ଦଳ ଟି-୨୦ ବିଶ୍ଵକପରେ ଅଂଶଗ୍ରହଣ କରିବ ନାହିଁ।

Updating...