LIVE TV

ସିବିଆଇ କୋର୍ଟକୁ ସ୍ଥାନାନ୍ତରିତ ହେଲା ପୋଲିସ SI କେଳେଙ୍କାରୀ ମାମଲା, ଝାରପଡ଼ା ଜେଲ୍ ଗଲେ ୧୨ ଅଭିଯୁକ୍ତ

NEWS7
guhale-lagigala-nia-jaligale-caow-and-chiken

ବ୍ରହ୍ମପୁର ୨୫।୧୧: ପୋଲିସ ଏସ୍ଆଇ କେଳେଙ୍କାରୀ ମାମଲା ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟରୁ ସିବିଆଇ କୋର୍ଟକୁ ସ୍ଥାନାନ୍ତର ହୋଇଛି । ମାମଲା ସ୍ଥାନାନ୍ତର ନେଇ କୋର୍ଟଙ୍କ ଅନୁମତି ମିଳିଛି । ମାମଲା ସ୍ଥାନାନ୍ତର ନେଇ ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟ ଅନୁମତି ଦେଇଛନ୍ତି । ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଝାରପଡ଼ା ଜେଲ୍କୁ ୧୨ ଅଭିଯୁକ୍ତ ସ୍ଥାନାନ୍ତରିତ ହୋଇଛନ୍ତି । ଶଙ୍କର ପୃଷ୍ଟି, ସୁରେଶ ନାୟକ, ମୁନା ମହାନ୍ତି ସମେତ ୧୨ ଅଭିଯୁକ୍ତ ଝାରପଡ଼ା ଜେଲ୍କୁ ଗଲେ । ସେପଟେ ମଙ୍ଗଳବାର ମାମଲାର ରେକର୍ଡପତ୍ର ହସ୍ତାନ୍ତର ହେବ ।