ଭାରତରେ ହୋଇଥାନ୍ତା ବଡ ଧରଣର ଆକ୍ରମଣ, ଧରାପଡିଗଲେ ୮ ଆତଙ୍କବାଦୀ

NEWS7
govt-plans-5g-trials-in-100-days-to-auction-spectrum-this-year

ନୂଆଦିଲ୍ଲୀ, ୨୨/୦୨: ହୋଇଥାନ୍ତା ବଡ ଧରଣର ଆକ୍ରମଣ । କିନ୍ତୁ ଫସର ଫାଟିଲା ସବୁକିଛି । ବଡ ଧରଣର ଆଟାକ୍ ପୂର୍ବରୁ ପର୍ଦ୍ଦାଫାସ କରିଦେଲେ ସୁରକ୍ଷାକର୍ମୀ । ପାକିସ୍ତାନ ସ୍ଥିତ ଲଶ୍କର ଏ ତୋଏବା ଏବଂ ବାଂଲାଦେଶର ଏକ ଆତଙ୍କବାଦ ସଙ୍ଗଠନ ସହ ସଂପୃକ୍ତ ୮ ଜଣଙ୍କୁ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରୁ ଗିରଫ କରାଯାଇଛି ।