LIVE TV

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ARI, ୧୨ ହଜାର ଟଙ୍କା ଜବତ

NEWS7
fire-breaks-out-in-pune-shivajinagar-30-fire-tenders-are-present-at-spot

ଭୁବନେଶ୍ୱର ୨୫।୧୧ : ଭିଜିଲାନ୍ସ ଜାଲରେ ARI । ଲାଞ୍ଚ ନେଇ ଧରାପଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଈର ସହକାରୀ ରାଜସ୍ୱ ନୀରିକ୍ଷକ ଅଭିମନ୍ୟୁ ବେହେରା । ଜମିର କିସମ ପରିବର୍ତ୍ତନ ପାଇଁ ଜମି ମାଲିକଙ୍କ ଠାରୁ ନେଉଥିଲେ ୧୨ ହଜାର ଟଙ୍କା। ଭିଜିଲାନ୍ସ ଟିମ୍ ତାଙ୍କ ଠାରୁ ଟଙ୍କା ଜବତ କରିଛି । ଅଭିମନ୍ୟୁ ବେହେରାଙ୍କ ପୈତୃକ ଘର ଆଳି, ବାସଭବନ ଗରାପୁର ଓ ଅଫିସ୍ ଏକକାଳୀନ ଭିଜିଲାନ୍ସ ରେଡ୍ ଚାଲିଛି ।