LIVE TV

ମୋରଡା ବ୍ଲକ୍‌ରେ ଭିଜିଲାନ୍ସ ଚଢ଼ାଉ, ୨ ହଜାର ଟଙ୍କା ଲାଞ୍ଚ ନେବାବେଳେ କିରାଣୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ

NEWS7
fire-breaks-out-at-chirayu-packaging-mill-in-surat-gujarat-many-killed-and-injured-rescue-operation-underway

ମୋରଡା ୧୧: ମୋରଡା ବ୍ଲକ୍‌ରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ । ଦୁଇ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ବ୍ଲକ କାର୍ଯ୍ୟାଳୟର କିରାଣୀ ପ୍ରାର୍ଥ ଶଙ୍କର ଚେଲଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ୍ । ମାଣତ୍ରି ଚନ୍ଦନପୁର ଗ୍ରାମର ଗଦାଧର ସରେନଙ୍କ ଠାରୁ ନେଉଥିଲେ ଲାଞ୍ଚ ।

ସୂଚନାଯୋଗ୍ୟ ଯେ, ଗଦାଧରଙ୍କ ଅବସର କାଳୀନ କ୍ଲିୟରାନ୍ସ ପାଇଁ ନେଉଥିଲେ ୨ ହଜାର ଟଙ୍କା । ଗଦାଧର ଏହି ବ୍ଲକରେ ପୂର୍ବରୁ ଭିଏଲ୍‌ଡବ୍ଲୁ ଥିଲେ ।