ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବୃଦ୍ଧି ହେବ, ପୂର୍ବତନ ବିଧାୟକଙ୍କ ପେନସନ ବଢ଼ିବ

NEWS7
elephant-stuck-in-canal-for-one-hour-in-dhenkanal

ଭୁବନେଶ୍ବର ୯।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀ ଦରମା । ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ହେବ । ଆଜି ବିଧାୟକ, ମନ୍ତ୍ରୀ, ଉପ ବାଚସ୍ପତି, ବାଚସ୍ପତି ଓ ପୂର୍ବତନ ବିଧାୟକ ମାନଙ୍କର ବଢ଼ିବ ଦରମା, ଭତ୍ତା ଓ ପେନସନ । ବିଧାନସଭାରେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ କରିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ସେହିପରି ବିଧାନସଭାରେ ବନ୍ଦେ ମାତାରମ୍ ସଙ୍ଗୀତକୁ ନେଇ ସଂକଳ୍ପ ଉପରେ ହେବ ଚର୍ଚ୍ଚା ।