LIVE TV
LIVE TV

ବାରବାଟୀକୁ ବିଶ୍ୱସ୍ତରୀୟ ଷ୍ଟାଡିଅମ କରାଯାଉ, ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ ବିଧାୟକ

NEWS7
due-to-work-of-anganwadi-didi-children-givig-smart

କଟକ ୨୮/୧୧ : ବାରବାଟୀକୁ କର ବିଶ୍ୱସ୍ତରୀୟ ଷ୍ଟାଡିଅମ । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଛନ୍ତି କଟକ ବାରବାଟୀ ବିଧାୟକ ସୋଫିଆ ଫିରଦ୍ଦୋଶ । ପୂର୍ବରୁ ଏନେଇ ଘୋଷଣା ହୋଇଥିଲା କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ । ଆଗକୁ ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ ଅଛି । ବିସିସିଆଇ ଓ ରାଜ୍ୟ ସରକାର ମିଳିତ ସହଯୋଗରେ ଷ୍ଟାଡିଅମର ଉନ୍ନତିକରଣ କରାଯାଉ ।

​​​​​​​

କଂଗ୍ରେସ ସମୟରେ ବାରବାଟି ଷ୍ଟାଡିଅମ ନିର୍ମାଣ ହୋଇଥିଲା । ୨୪ ବର୍ଷ ବିଜେଡ଼ି ସରକାର ବାରବାଟୀ ବିଧାୟକଟି ଷ୍ଟାଡିଅମକୁ ଅବହେଳା କରାଗଲା । ଶେଷ ଆଡ଼କୁ ବିଜେଡ଼ି ସରକାର ବିଶ୍ୱସ୍ତରୀୟ ଷ୍ଟାଡିୟମ୍ କରିବାକୁ ଘୋଷଣା କଲେ । ଏ ସରକାରକୁ ଦେଢ ବର୍ଷରୁ ଅଧିକ ସମୟ ବିତିଗଲା କିନ୍ତୁ ବିଶ୍ୱସ୍ତରୀୟ ଷ୍ଟାଡିୟମରେ ଅପଗ୍ରେଡ଼ କରାଗଲା ନାହିଁ, ତୁରନ୍ତ ଏହାକୁ ଅପଗ୍ରେଡ଼ କରାଯାଉ ବୋଲି ସେ କହିଛନ୍ତି ।