ସୁନାମୀ ଆଲର୍ଟ, ୬.୨ର ଭୂକମ୍ପ ଝଟ୍‌କା ପରେ ପୁରା ଦେଶକୁ ସତର୍କ କଲେ ସରକାର !

NEWS7
double-murder-due-to-superstition-in-badbil-of-keonjhar-district

ନୂଆଦିଲ୍ଲୀ ୦୬।୦୧ : ସୁନାମୀର ଆଲର୍ଟ । ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ପରେ ପୁରା ଦେଶକୁ  ସୁନାମୀର ଆଲର୍ଟ କରାଯାଇଛି । ୬.୨ ତିବ୍ରତାରେ ଥରିଲା ଜାପାନର କିଛି ଅଞ୍ଚଳ । ଯାହାଫଳରେ ଲୋକେ ଭୟଭୀତ ଅବସ୍ଥାରେ ଘରୁ ବାହାରକୁ ଆସିଯାଇଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ଯାଏଁ କ୍ଷୟକ୍ଷତିର ସୂଚନା ନାହିଁ ।