US-India trade deal: ଆମେରିକା-ଭାରତ ଟ୍ରେଡ୍ ଡିଲ୍ ପୁଣି ବିଳମ୍ବ ହୋଇପାରେ: ସୁପ୍ରିମକୋର୍ଟ ରାୟ ଆସିବା ପରେ ଘୁଞ୍ଚିଲା ବୈଠକ !

NEWS7
details-of-67-corona-cases-in-odisha

ନୂଆଦିଲ୍ଲୀ: ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟ ଡିଲ୍ ପୁଣି ଥରେ ବିଳମ୍ବ ହୋଇପାରେ। କାରଣ ଦୁଇ ଦେଶ ମଧ୍ୟରେ ୨୩ ତାରିଖରୁ ୱାଶିଂଟନରେ ବୈଠକ ହେବାର ଥିଲା। ହେଲେ ଏହି ବୈଠକ ପୁଣି ଘୁଞ୍ଚିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ପେବ୍ରୁଆରୀ ୭ ତାରିଖରେ ଦୁଇ ଦେଶ ମିଳିତ ଭାବେ ଅନ୍ତରୀଣ ବାଣିଜ୍ୟ ଡିଲ୍ ନେଇ ଘୋଷଣା କରିଥିଲେ। ୨୩ ତାରିଖରେ ହେବାକୁ ଥିବା ବୈଠକରେ ଏହି ଟ୍ରେଡ୍ ଡିଲ୍ ଉପେର ଫ୍ରେମକ ଚୂଡ଼ାନ୍ତ ହେବାର ଥିଲା। ହେଲେ ଏହା ବିଳମ୍ବ ହୋଇପାରେ।