ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ଭିତର କାଠ ନିକଟରେ ପଡ଼ିଥିଲା ରକ୍ତଛିଟା

NEWS7
cuttack-to-celebrate-kali-puja-like-durga-puja

ପୁରୀ ୧୪।୦୧ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ଭିତର କାଠ ନିକଟରେ ରକ୍ତଛିଟା ପଡ଼ିଥିବାରୁ ଠାକୁରଙ୍କ ବଡ଼ ମହାସ୍ନାନ। ବଡ଼ ମହାସ୍ନାନ ନୀତି ଯୋଗୁଁ ଦେଢ଼ ଘଣ୍ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବଡ ମହାସ୍ନାନ ନୀତି ପରେ ହେବ ଗୋପାଳ ବଲ୍ଲଭ ନୀତି।