LIVE TV

ନୂଆପଡ଼ା ରାଜନୀତିରେ ବିଜେଡିକୁ ଝଟ୍‌କା, ପଦ୍ମ ଧରିଲେ ଲମ୍ବୋଦର ନିଆଲ

NEWS7
corruption-in-mgnrega-yojna-in-nabrangpur

ଭୁବନେଶ୍ୱର ୧୬/୧୦: ନୂଆପଡ଼ା ରାଜନୀତିରେ ବିଜେଡିକୁ ପୁଣି ଏକ ଝଟ୍‌କା । ବିଜେପିରେ ସାମିଲ ହେଲେ ଲମ୍ବୋଦର ନିଆଲ । କଳାହାଣ୍ଡି ଲୋକସଭା ଆସନରୁ ବିଜେଡି ଟିକେଟ୍‌ରେ ଲଢ଼ିଥିଲେ ।